OneNote
ସାଇନ୍ ଇନ୍ କରନ୍ତୁ
Outlook.com
ଲୋକମାନେ
କ୍ୟାଲେଣ୍ଡର୍
OneDrive
Word
Excel
PowerPoint
OneNote
Sway
Skype
Office
Flow
OneNote ଷ୍ଟାଫ୍ ନୋଟବୁକ୍
ଗୋଟିଏ ସ୍ଥାନରେ ସହବନ୍ଧନ କରନ୍ତୁ
ସମସ୍ତଙ୍କ ସହିତ ସୂଚନା ଅଂଶିଦାର କରନ୍ତୁ
ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ବିକାଶ କରନ୍ତୁ
ବର୍ତ୍ତମାନ ଆରମ୍ଭ କରନ୍ତୁ
OneNote ଷ୍ଟାଫ୍ ନୋଟବୁକ୍
ଶିକ୍ଷା ସହଯୋଗ ପରିଚାଳନା କରନ୍ତୁ
OneNote ଷ୍ଟାଫ୍ ନୋଟବୁକଗୁଡିକରେ ବ୍ୟକ୍ତିଗତ କାର୍ଯ୍ୟସ୍ଥଳ ପ୍ରତି ଷ୍ଟାଫ୍ ସଭ୍ୟ କିମ୍ବା ଶିକ୍ଷକଙ୍କ ପାଇଁ ରହିଛି. ଅଂଶିଦାର ହୋଇଥିବା ସୂଚନା ପାଇଁ ଏକ ବିଷୟବସ୍ତୁ ପାଠାଗାର ଓ ସମସ୍ତଙ୍କ ପାଇଁ ଏକାଠି କାମ କରିବାକୁ ଏକ ସହବନ୍ଧନ ସ୍ଥାନ, ସବୁକିଛି ଗୋଟିଏ ଶକ୍ତିଶାଳୀ ନୋଟବୁକରେ ରହିଛି.
ଷ୍ଟାଫ୍ ନୋଟବୁକ ସାଇନ୍ ଇନ୍
ଆରମ୍ଭ କରିବା ପାଇଁ ଆପଣଙ୍କ ସ୍କୁଲ୍ ଠାରେ ଆପଣଙ୍କ Office 365 ଆକାଉଣ୍ଟ ସହିତ ସାଇନ୍ ଇନ୍ କରନ୍ତୁ.
Office 365 ଶିକ୍ଷା ସହିତ ପ୍ରାରମ୍ଭ କରନ୍ତୁ >
ଗୋଟିଏ ସ୍ଥାନରେ ସହବନ୍ଧନ କରନ୍ତୁ
ଏହି ସହବନ୍ଧନ ସ୍ଥାନ ଦଳଗତ କାର୍ଯ୍ୟକଳାପ ପାଇଁ ଯେପରିକି ଅଂଶିଦାର ହୋଇଥିବା ବିଭାଗ କିମ୍ବା କର୍ମଚାରୀ ବ୍ୟାପି ପ୍ରୟାସ ନିମନ୍ତେ ପରିକଳ୍ପନା କରାଯାଇଛି.
OneNote'ର ଶକ୍ତିଶାଳୀ ସନ୍ଧାନ ସହିତ ନୋଟ୍ରେ, ଟ୍ୟାସ୍କରେ ଓ ପ୍ଲାନ୍ ଗୋଟିଏ ନୋଟବୁକରେ କରନ୍ତୁ ଏବଂ ଏ ସମସ୍ତ ଆକ୍ସେସ କରନ୍ତୁ.
ମୁକ୍ତ ଆଦାନ ପ୍ରଦାନ ଯୋଗ୍ୟ ଅନଲାଇନ୍ ପ୍ରଶିକ୍ଷଣ
OneNote ସହିତ ସ୍କୁଲ୍ ବ୍ୟବସାୟ ପରିଚାଳନା କରିବା >
ଶିକ୍ଷା ପାଇଁ OneNote ଷ୍ଟାଫ୍ ନୋଟବୁକ ସହିତ ସହ ବନ୍ଧନ >
ସମସ୍ତଙ୍କ ସହିତ ସୂଚନା ଅଂଶିଦାର କରନ୍ତୁ
ନୀତି, ପଦ୍ଧତି, ସମୟସୀମା ଓ ସ୍କୁଲ୍ କ୍ୟାଲେଣ୍ଡର ପ୍ରକାଶ କରିବା ପାଇଁ ବିଷୟବସ୍ତୁ ପାଠାଗାର ବ୍ୟବହାର କରନ୍ତୁ.
ବିଷୟବସ୍ତୁ ପାଠାଗାରରେ ଅନୁମତି ଷ୍ଟାଫ୍ ନେତାଙ୍କୁ ସୂଚନା ସମ୍ପାଦନା ଓ ପ୍ରକାଶ କରିବାକୁ ଦେଇଥାଏ କିନ୍ତୁ ଅନ୍ୟମାନେ କେବଳ ବିଷୟବସ୍ତୁ ଦେଖିପାରନ୍ତି ଓ କପି କରିପାରନ୍ତି.
ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ବିକାଶ କରନ୍ତୁ
ପ୍ରତି ଷ୍ଟାଫ୍ ସଭ୍ୟଙ୍କର କାର୍ଯ୍ୟ କରିବା ପାଇଁ ବ୍ୟକ୍ତିଗତ ସ୍ଥାନ ରହିଛି, କେବଳ ଷ୍ଟାଫ୍ ନେତାଙ୍କ ସହିତ ଅଂଶୀଦାର କରାଯାଇଥାଏ. ଏହି ନୋଟବୁକ୍ ବୃତ୍ତିଗତ ବିକାଶ, ଶ୍ରେଣୀଗୃହରେ ଅନୁଧ୍ୟାନ ଓ ପିତାମାତାଙ୍କ ସହ ଯୋଗାଯୋଗ ପାଇଁ ବ୍ୟବହାର କରାଯାଇପାରେ.
ଷ୍ଟାଫ୍ ସଭ୍ୟମାନେ ଏହି ନୋଟବୁକକୁ ନିଜ ଆବଶ୍ୟକତା ଅନୁଯାୟୀ ବ୍ୟକ୍ତିଭିତ୍ତିକ କରିପାରିବେ. ଏହା ସେମାନଙ୍କୁ ନିୟମିତ ଭାବରେ ସେମାନଙ୍କ ପାଇଁ ବୁଝି ହେଉଥିବା ପରି ଫର୍ମାଟ୍ରେ ଦୃଷ୍ଟାନ୍ତମୂଳକ ସୂଚନା ଗଛିତ ରଖିବାକୁ ଦେଇଥାଏ.
ଶିକ୍ଷା କ୍ଷେତ୍ରରେ ଷ୍ଟାଫ୍ ନୋଟବୁକସ ବ୍ୟବହାର ବିଷୟରେ ବ୍ଲଗ୍ ପୋଷ୍ଟ୍ କରନ୍ତୁ:
OneNote ଷ୍ଟାଫ୍ ନୋଟବୁକ୍ ମୁଖବନ୍ଧ ବ୍ଲଗ୍ ପୋଷ୍ଟ୍ >
ଯୁକ୍ତରାଜ୍ୟର Sandymoor Schoolରେ OneNote ଷ୍ଟାଫ୍ ନୋଟବୁକ୍ କେସ୍ ଅଧ୍ୟୟନ >
ବର୍ତ୍ତମାନ ଆରମ୍ଭ କରନ୍ତୁ
ପ୍ରାରମ୍ଭ କିମ୍ୱା ବିଦ୍ୟମାନ ଷ୍ଟାଫ୍ ନୋଟବୁକଗୁଡିକ ପରିଚାଳନା କରିବାକୁ ଆପଣଙ୍କ Office 365 ଆକାଉଣ୍ଟରେ ଆପଣଙ୍କ ସ୍କୁଲରୁ ସାଇନ୍ ଇନ୍ କରନ୍ତୁ
ଷ୍ଟାଫ୍ ନୋଟବୁକ ସାଇନ୍ ଇନ୍
କୌଣସି ଆକାଉଣ୍ଟ ନାହିଁ?
Office 365 ଶିକ୍ଷା ସହିତ ପ୍ରାରମ୍ଭ କରନ୍ତୁ >
OneNote ରେ ଅଧିକ ଶିକ୍ଷା ତାଲିମ୍ >
Facebook
Twitter
ବ୍ଲଗ୍
ଡେଭ୍ କେନ୍ଦ୍ର